1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
"ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ।
ହିନ୍ଦୁ ଧର୍ମରେ ବର୍ଷକୁ ବାରଟି ମାସରେ ବିଭକ୍ତ କରାଯାଇଛି । ବୈଶାଖଠାରୁ ଆରମ୍ଭ କରି ଚୈତ୍ର ପର୍ଯ୍ୟନ୍ତ ଗୋଟିଏ ବର୍ଷ ବା ବାରମାସ । ଏହି କ୍ରମରେ ସପ୍ତମ ମାସ ହେଉଛି କାର୍ତ୍ତିକ ମାସ । ବିଭିନ୍ନ ପୁରାଣ ଅନୁସାରେ ପ୍ରତ୍ୟେକ ମାସର ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ରହିଛି । ତେବେ ବିଭିନ୍ନ ଉତ୍ସବ ଦୃଷ୍ଟିରୁ ବୈଶାଖ, ଆଷାଢ, ଆଶ୍ୱିନ ଓ ଫାଲ୍ଗୁନ ମାସର ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ନିଷ୍ଠା ଓ ବ୍ରତ ଆଚରଣ ଦୃଷ୍ଟିରୁ କାର୍ତ୍ତିକ ମାସର ବିଶେଷତ୍ବ ଅଧିକ । ଏହି ମାସର ସାଂସ୍କୃତିକ ମହତ୍ତ୍ୱ ଅତୁଳନୀୟ । ଏହି ମାସ ଶ୍ରୀହରିଙ୍କର ଅତୀବ ପ୍ରିୟ । ଆଦିକବି ଶୁଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ମାସ ହେଉଛି ଆଧ୍ୟାତ୍ମିକ ଉଦବେଳନର ପ୍ରକୃଷ୍ଟ ମାହେନ୍ଦ୍ର ବେଳା । ବିଶ୍ୱାସ ଅଛି, ଏ ମାସରେ ପ୍ରାଣୀମାନେ ଦେହତ୍ୟାଗ କଲେ ବୈକୁଣ୍ଠ ପ୍ରାପ୍ତ
"କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |