1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ହିନ୍ଦୀ ଦିବସ
ଆଜି ହେଉଛି ହିନ୍ଦୀ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୪ତାରିଖକୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ପ୍ରଥମେ ବହୁ ପ୍ରୟାସ କରିଥିଲେ । ଏଥିପାଇଁ ତାଙ୍କ ଜନ୍ମଦିବସକୁ ହିନ୍ଦୀ ଦିବସ ରୂପେ ସାରା ଭାରତବର୍ଷରେ ପାଳନ କରାଯାଏ । ହିନ୍ଦୀ ଏକ ଭାଷା ନୁହେଁ ଏହା ହେଉଛି ଅଭିବ୍ୟକ୍ତି ବା ଭାବ ବିନିମୟର ଏକ ମାଧ୍ୟମ । ଯେଉଁ ଦେଶର ଭାଷା ଯେତେ ସମୃଦ୍ଧ, ସେ ଦେଶ ସେତେ ଉନ୍ନତ । ଭାରତ ଏକ ବହୁ ଭାଷୀୟ ଦେଶ । ତେବେ ହିନ୍ଦୀ ଭାଷାର ସରଳତା, ସହଜତା, ଏବଂ ସମ୍ବେଦନଶୀଳତା ସର୍ବଦା ଆକର୍ଷିତ କରିଥାଏ । ୧୯୪୯ରେ ସମ୍ବିଧାନ ସଭା ଦ୍ବାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଯିବା ପରେ ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା । ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି ।
ବିଶ୍ବର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷାମାନଙ୍କ ମଧ୍ୟରେ ହିନ୍ଦୀ ଅନ୍ଯତମ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ଜାନୁଆରୀ ୧୦ତାରିଖକୁ ବିଶ୍ବ ହିନ୍ଦୀ
"ହିନ୍ଦୀ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |