ତସ୍ମୈ ଶ୍ରୀଗୁରବେ ନମଃ

ମାନବ ସମାଜର ଉଦ୍ଧାରଣ କଳ୍ପେ ସ୍ୱୟଂ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ତେଣୁ ଭାଗବତରେ ଲେଖାଯାଇଛି ଯେ - ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର ।


ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନ ଗୁରୁବାଦ ଉପରେ ପ୍ରତିଷ୍ଠିତ । ଶାସ୍ତ୍ରରେ ଉଲ୍ଲିଖିତ ଅଛି- “ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା, ଚକ୍ଷୁରୁନ୍ମିଳିତ ଯେନ ତସ୍ମୈ ଶ୍ରୀଗୁରବେ ନମଃ’’ ଅର୍ଥାତ୍‌ ଅଜ୍ଞାନ ରୂପୀ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନ ରୂପକ ଅଞ୍ଜନ ଦ୍ୱାରା ଯେ ଚକ୍ଷୁର ଉନ୍ମିଳନ କରିପାରନ୍ତି, ସେ ହେଉଛନ୍ତି ଗୁରୁ । ଏପରିକି ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତଥା ପରଂବ୍ରହ୍ମଙ୍କ ସହିତ ସମାନ କରାଯାଇଛି ।

"ତସ୍ମୈ ଶ୍ରୀଗୁରବେ ନମଃ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ