
ଭାରତକୁ ନଦୀ ମାତୃକାର ଦେଶ ବୋଲି କୁହାଯାଏ । ଏଠାରେ ନଦୀକୁ ଦେବୀ ଭାବେ ପୂଜା କରାଯାଏ । ସଭ୍ୟତା, ଜୀବନଧାରା ଓ ସଂସ୍କୃତି ସହିତ ନଦୀ ଓତପ୍ରୋତଃ ଭାବେ ଜଡିତ । ନଦୀ ବିନା ମଣିଷ ଜାତିର ଇତିହାସ କେବେ ଲେଖାଯାଇନପାରେ । ଭାରତରେ ନଦୀକୁ ମା ସହିତ ତୁଳନା କରାଯାଇଛି । ମାନବ ସଭ୍ୟତାର ବିକାଶ ନଦୀ କୂଳରେ ହିଁ ସମ୍ଭବ ହୋଇଥିଲା । ନଦୀ ସହ
"ଗଙ୍ଗା ଦଶହରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |