1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କ୍ୟାପିଟାଲ ଭୁବନେଶ୍ୱରର କାହାଣୀ ଯଦିଓ ବେଶୀ ଲମ୍ବା ନୁହେଁ, ତେବେ ଏହି ନଗରଟି ହେଉଛି ପ୍ରାୟ ତିନି ହଜାର ବର୍ଷର ପୁରୁଣା । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା । ବିଧାନସଭା ସମ୍ମୁଖରେ ରାଜଧାନୀ ଶିଳାନ୍ୟାସର ଫଳକ ରହିଛି । ୧୯୪୯ ମସିହାରେ କଟକରୁ ରାଜଧାନୀ ଏଠାକୁ ସ୍ଥାନାନ୍ତର ହୋଇଥିଲା ।
ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ସହରରେ ଅନେକ କିଛି ବଦଳିଛି । ସବୁଜ ସହରରୁ ଏବେ କଂକ୍ରିଟ ସହରରେ ପାଦ ଥାପିଛି । ତେବେ କେବଳ ସହରର ରୂପରେଖ ବଦଳିନି, ଏଠି ଲୋକଙ୍କ ଜୀବନଶୈଳୀ ବି ବଦଳିଛି । ପନ୍ଦର ହଜାର ଜନସଂଖ୍ୟାରୁ ଏବେ ପନ୍ଦର ଲକ୍ଷ ଜନସଂଖ୍ୟାରେ ପହଂଚିଛି ।
ଭୁବନେଶ୍ୱର କାହା ପାଇଁ ସ୍ୱପ୍ନର ସହର ତ ପୁଣି କାହା ପାଇଁ ଆଶା ଆଉ ସମ୍ଭାବନାର ସହର । ଐତିହ୍ୟ ନଗରରୁ ସ୍ମାର୍ଟ ସିଟିର ଯାତ୍ରାରେ ଭୁବନେଶ୍ୱରରେ କିଛି ପୁରୁଣା ଜିନିଷ ଭଙ୍ଗା ଯାଇଛି ତ କିଛି ନୂଆ ଗଢ଼ା ହୋଇଛି । ନୂଆ ପୁରୁଣା ସମସ୍ତଙ୍କୁ ଏକ ସାଙ୍ଗରେ ନେଇ ନିଜର ଯାତ୍ରା ଜାରି ରଖିଛି ଭୁବନେଶ୍ୱର । ଭୁବନେଶ୍ୱରର ନାମ ମହାଦେବଙ୍କ ତ୍ରିଭୁବନେଶ୍ୱର ନାମରୁ ଆସିଛି । ଏହି ସହରରେ ଇତିହାସ
"ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |