1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
କେକ୍ ଖାଇବାକୁ ତ ସମସ୍ତେ ଭଲ ପାଆନ୍ତି, ବିଶେଷ କରି ଛୋଟ ପିଲା । ବଡ଼ଦିନ ଓ ନୂଆବର୍ଷ ଅବସରରେ କେକ୍ ର ଚାହିଦା ବେଶୀ ବଢିଯାଏ । ବଜାରରେ ବିଭିନ୍ନ ଭେରାଇଟି ଓ ଫ୍ଲେଭରରେ କେକ୍ ଉବଲବ୍ଧ । ଘରେ ମଧ୍ୟ ଅତି ସହଜ ଉପାୟରେ କେକ୍ ପ୍ରସ୍ତୁତ କରିହେବ । ତେବେ ଆସନ୍ତୁ ଜାଣିବା ଘରେ କେକ୍ କିପରି ପ୍ରସ୍ତୁତ କରିବା ।
ପ୍ରେସର କୁକରରେ ପ୍ରସ୍ତୁତ କରନ୍ତୁ **ଭାନିଲା କେକ୍, ଚକୋଲେଟ କେକ୍, ବିସ୍କୁଟ୍ କେକ୍**
ସାଧାରଣତଃ କେକ୍ ଗୁଡିକ ବେକ୍ ହେବା ପାଇଁ ଓଭେନ୍ ବା ମାଇକ୍ରୋ ଓଭେନ୍ ର ବ୍ୟବହାର ହୋଇଥାଏ, ମାତ୍ର ଆମେ ପ୍ରେସର କୁକର୍ ରେ ମଧ୍ୟ କେକ୍ ପ୍ରସ୍ତୁତ କରିପାରିବା ।
"ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |