
ଆଜିଠୁ ୧୧ ଦିନ ଧରି ଆୟୋଜିତ ହେବ ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା । ମହାରାଜା କଂସଙ୍କ ଅଟ୍ଟହାସ୍ଯରେ କମ୍ପିବ ବରଗଡ । ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବରେ ବରଗଡ଼ ଧନୁଯାତ୍ରାର ପରିଚୟ ନିଆରା । ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ପୂର୍ଣ୍ଣିମା ମଧ୍ଯରେ ଏହା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ଯାତ୍ରା ଆଜିଠାରୁ ଅର୍ଥାତ୍ ଡିସେମ୍ବର
"ଆଜିଠୁ ଚାଲିବ ମହାରାଜା କଂସଙ୍କ ରାଜୁତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |