
ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ବାମନ ଅବତାର ଏକ ପ୍ରମୁଖ ଅବତାର । ପୌରାଣିକ ଉପାଖ୍ୟାନ ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଅବତରଣ କରିଥିଲେ । ଏହି ଦିବସକୁ ବାମନ ଜନ୍ମ ଭାବେ ପାଳନ କରାଯାଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ତେଣୁ ଶ୍ରୀମନ୍ଦିରରେ ବିଶେଷ ଭାବରେ ବାମନ
"ଶ୍ରୀମନ୍ଦିରରେ ବାମନ ଜନ୍ମାେତ୍ସବ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |