ଆଦିବାସୀ ମେଳା - କଂକ୍ରିଟ୍ ରାଜଧାନୀରେ ଆଦିବାସୀଙ୍କ ନିଆରା ଦୁନିଆ

ଆଦିବାସୀ ମେଳା - ଏକ ନିଆରା ମେଳା । ମେଳା କହିଲେ ଆମେମାନେ ଜିନିଷପତ୍ରର ମେଳା ତଥା କିଛି ଉତ୍ସବକୁ ବୁଝୁ ମାତ୍ର ଆଦିବାସୀ ମେଳା ହେଉଛି ଏକ ଭିନ୍ନ ମେଳା, ଯାହା ସହରକୁ ଆଦିବାସୀ ଗ୍ରାମୀଣ ସଂସ୍କୃତି ସହ ଯାେଡିଥାଏ । ଏହି ମେଳାକୁ ନେଇ କିଛି କଥା....


ମଣିଷ ଯେତେ ଆଧୁନିକ ହେଉନା କାହିଁକି ପ୍ରକୃତି ପ୍ରତି ତା ମନରେ ଅନେକ ଆକର୍ଷଣ । ପ୍ରକୃତିର ସେଇ ମନୋରମ ସ୍ଥାନ ହେଉ କି ପ୍ରକୃତିର ସେଇ ସରଳ ଅଧିବାସୀମାନେ ହୁଅନ୍ତୁ ଆମକୁ ସବୁବେଳେ ନିଜ ଆଡ଼କୁ ଟାଣି ରଖିଥାନ୍ତି । ସରଳ, ନିଷ୍କପଟ ଆଦିବାସୀର ଚାଲି ଚଳଣି ସବୁବେଳେ ସହରୀଆମାନଙ୍କୁ ମୋହିତ କରି ଆସିଛି । ସେଥିପାଇଁ ତ ସହରରେ ରହି ରହି ଅଣନିଶ୍ୱାସୀ ହୋଇ ଯାଉଥିବା ଲୋକମାନେ

"ଆଦିବାସୀ ମେଳା - କଂକ୍ରିଟ୍ ରାଜଧାନୀରେ ଆଦିବାସୀଙ୍କ ନିଆରା ଦୁନିଆ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ