
କିଏ କହିଲା
ସ୍ମିତହସ ମାନେଇ ନିଜର କେହି,
ଛାତ ମାନେଇ ନିରାପତ୍ତା,
ନିଃଶ୍ବାସ ମାନେଇ ଜୀଅନ୍ତାପଣ ?
ସାତନମ୍ବର ଘରର ପାଚେରୀ
ଡେଇଁବାକୁ ଚେଷ୍ଟାକରି ବିଫଳ ହେଇଥିବା
ଟଗର ଗଛ ଜାଣେନା
ରାତିଅଧରେ
କାହା ପାଦଶବ୍ଦରେ ନିଦ ଭାଙ୍ଗିଯାଏ
ଆଠନମ୍ବର ଘରର ଝିଅର,
ଫୁଲ ତା'ର
"ସପ୍ରସଙ୍ଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |