
ମା' ମତେ ବିଶ୍ବାସ କଲାନି
ଯେତେବେଳେ ୧୯୪୫ରେ ମୁଁ ତା' ସ୍ୱପ୍ନରେ ଆସିଲି
ଆଉ ତାକୁ କହିଲି
ଯେ ପରବର୍ଷ ମୁଁ ତା' ପୁଅ ହେଇ ଜନ୍ମ ହେବି ।
ବାପା କିନ୍ତୁ ଚିହ୍ନିପାରିଲେ ମତେ
ମୋ' ବାଁ ହାତର ବୁଢ଼ାଆଙ୍ଗୁଠି ତଳେ ଥିବା କଳାଜାଇ
ଦେଖିଲା ମାତ୍ରକେ ।
ମା' କିନ୍ତୁ
"କେ. ସଚ୍ଚିଦାନନ୍ଦନଙ୍କ କବିତା "ନିଜେ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |