
କବି ବୋଲି ଯୋଉ ମଣିଷଟି ସିଏ ପ୍ରାୟ ସବୁବେଳେ ଭାରି ଅସୁବିଧାଜନକ ପରିସ୍ଥିତିରେ ଥାଏ । କବିତା ବେଶୀ କେହି ଲୋକ ପଢ଼ନ୍ତି ନାହିଁ, ପଢ଼ିଲେ ବି ପ୍ରାୟ ବୁଝନ୍ତି ନାହିଁ କିମ୍ବା ବୁଝିବାର ଛଳନା କରନ୍ତି - ଏମିତି କବିକୁ ଲାଗେ । କବିକୁ ଆହୁରି ଲାଗେ ଯେ ତା'ର ଯାହା ପାଇବାର କଥା ସେତକ ତାକୁ ମିଳିନାହିଁ, ମିଳୁନାହିଁ କି ବୋଧେ ମିଳିବ ବି ନାହିଁ ।
"କବିର ମନକଥା: କବିତା କାହିଁକି ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |