ନୀଲିମ କୁମାରଙ୍କ କବିତା "ଟିକେ ରୁହ, ଖାଲି ଟିକେ ରୁହ"

ନୀଲିମ କୁମାର, ସମକାଳୀନ ଅହମୀୟା କବିତାର ଅତ୍ୟନ୍ତ ଶକ୍ତିଶାଳୀ ସ୍ଵର । କବିତାରେ ମଣିଷର ଅସ୍ତିତ୍ଵ ଓ ସଙ୍କଟକୁ ନେଇ ଅତ୍ୟନ୍ତ ସୂକ୍ଷ୍ମ ଚିତ୍ର ତିଆରି କରୁଥିବା ନୀଲିମ ସମକାଳର ଭାରତୀୟ କବିତାରେ ବେଶ ଚର୍ଚ୍ଚିତ । ତାଙ୍କ କବିତାର ଓଡିଆ ରୂପାନ୍ତର କରିଛନ୍ତି ନିଖିଳେଶ ମିଶ୍ର ।


ଫଟୋ - ନୀଲିମ କୁମାର
ଖାଲି ଟିକେ ରୁହ, ଥରେ, ରାସ୍ତା ଉପରେ । କଣ ଖୋଜୁଚ, ସେଇ କଲମ ଯାହା ତମ ପକେଟରେ ଅଛି ଯୋଉଥିରେ କେବେ ଲେଖନାଇଁ ତମେ ? ତମ ବ୍ୟାଗ୍ ତମ ହାତ ଧରି ଡାକୁଚି ବଜାର ଯାଇ ତେଜରାତି ଆଣିବାକୁ, କଥା ହଉଚି ତମ ବ୍ୟାଗ୍ ପରିବାମାନଙ୍କ ସହ, ମଲା ମାଛମାନଙ୍କ ସହ ଗୋଟେ ଛୁଆ

"ନୀଲିମ କୁମାରଙ୍କ କବିତା "ଟିକେ ରୁହ, ଖାଲି ଟିକେ ରୁହ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ