
ଯଦି ଧୀରେ ଚାଲ
ତମକୁ ଛୁଇଁନବ ସିଏ
ଦୌଡ଼ିଲେ ପଛରେ ରହିଯିବ ନଦୀ
ସାଥିରେ ନବ ଯଦି
ଚାଲିଚାଲି ପଳେଇବ କୋଉଠିକି ବି
ଏମିତିକି - କବାଡ଼ି ଦୋକାନ ଯାଏ
ଛାଡ଼ିଦବ
ତ ସେଇଠି ଅନ୍ଧାରରେ
କୋଟିକୋଟି ତାରାଙ୍କ ନଜର ଉହାଡ଼ରେ
ସେ ଚୁପଚାପ ରଚିନବ
ଏକ ସମ୍ପୂର୍ଣ୍ଣ
"ନଦୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |