
"ମୁଁ ପୁଣି ଆସିବି ଫେରି... ଲକ୍ଷେ ଥର କଟକ ସହର"
ଦେଖିବାକୁ ଅଧାଲେଖା କାହାଣୀର କଟକ ସହର
ଭାଙ୍ଗିଲାବେଳକୁ ନିଦ ସକାଳଟା ସରିଆସୁଥାଏ
ଏକୁଟିଆ ରାତି ସାରା ଉଜାଗର କଟକ ସହର
ଏବେ ଏଠି ତମେ ନାହଁ ଦଶହରା ଆସି ଚାଲିଗଲା
ଏ ସନ ବି ଓଦା ଓଦା ଅକ୍ଟୋବର କଟକ ସହର
ଚାହିଁବା
"କଟକ ସହର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |