
ବୋଧହୁଏ କେବେ ଦିନେ ତମେ ମୋ କବିତା ପଢ଼ିବ ।
ଶେଷ ନିଃଶ୍ୱାସ ନଉଥିବା କୋଉ ଗୋଟେ କୁକୁର ଛୁଆ
କି ବାଟ ଭୁଲିଯାଇଥିବା ପରୀଟିଏ ଯାହାକୁ
ବଳାତ୍କାର କଲେ ତିନିଜଣ ଗଲାରାତିଟା ଯାକ
କି ଜମା ସରୁନଥିବା ଗୋଟେ ଦୁଃସ୍ବପ୍ନରେ
କଏଦ୍ ହେଇଯାଇଥିବା ପିଲାଦିନ -
ଏମାନଙ୍କର ନିରବତାର ଶେଷ ପଦିକ ହେଇ
"କବିତା କିଛି କରିପାରେ ନାଇଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |