କବିତା କିଛି କରିପାରେ ନାଇଁ

କବିତାକୁ ନେଇ କବିତା ଲେଖିବା ହୁଏତ ସବୁଠୁ କଠିନ କାମ । କବିତା ସବୁବେଳେ ଏକ ରହସ୍ୟର ବଳୟ ନିର୍ମାଣ କରୁଥାଏ, ଯାହା ଭିତରେ ବାସ୍ତବତାର ଭାଷା ବାରମ୍ବାର ବଦଳିଯାଉଥାଏ । ଶବ୍ଦ ଓ ଅର୍ଥର ବ୍ୟୁହଭେଦ ଇ କବିର ଜୀବନ ।


ବୋଧହୁଏ କେବେ ଦିନେ ତମେ ମୋ କବିତା ପଢ଼ିବ । ଶେଷ ନିଃଶ୍ୱାସ ନଉଥିବା କୋଉ ଗୋଟେ କୁକୁର ଛୁଆ କି ବାଟ ଭୁଲିଯାଇଥିବା ପରୀଟିଏ ଯାହାକୁ ବଳାତ୍କାର କଲେ ତିନିଜଣ ଗଲାରାତିଟା ଯାକ କି ଜମା ସରୁନଥିବା ଗୋଟେ ଦୁଃସ୍ବପ୍ନରେ କଏଦ୍ ହେଇଯାଇଥିବା ପିଲାଦିନ - ଏମାନଙ୍କର ନିରବତାର ଶେଷ ପଦିକ ହେଇ

"କବିତା କିଛି କରିପାରେ ନାଇଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ