ଗଜଲ

ମନର ହିସାବ ଜାଣେ ମନଥିବା ଲୋକ, ମନଟିଏ ନପାଇଲେ ମରିଯାଏ ମନ ।


ପଦେ ଟାଣ କଥା ଶୁଣି ଡରିଯାଏ ମନ ସାତଶ' ପଚାଶ କୋଶ ଡେଇଁଯାଏ ମନ ଉଡ଼ିଯାଏ ଡେଣାମେଲି ଯାଯାବର ପକ୍ଷୀ କେବେ ଏଠି କେବେ ସେଠି ଦିଶିଯାଏ ମନ ଆଉଥରେ କା' ଆଖିରେ ଲାଖିଯାଏ ଆଖି ଆଉ ଥରେ ମନକଥା ବୁଝିଯାଏ ମନ ସଜେଇ ରଖିଲେ ରଖ ହଜାରେ ବାଗରେ ମନ ହେଇ ହଜିଯିବ, ହଜିଯାଏ ମନ

"ଗଜଲ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ