
କାଲି ରାତିସାରା ପିଇଚି ସରଫରାଜ୍
ଦିଇଟା ଖଣ୍ଡେ ନିବ୍, ସିଧା ବୋତଲରୁ
ଆଉ ପ୍ରତି ଢୋକ ପରେ କାନ୍ଦିକି କହିଚି -
ଶରାବ୍ ହରାମ୍ ହେ ! ଶରାବ୍ ହରାମ୍ ହେ !
ତମେ ଦେଖିନ ଜମା କାଲି ରାତିସାରା
ଆମ ଏପଟେ ଗରଜିଚି ଗୋଟେ ତୋଫାନ
ଯାହାର ନାଁ
"ବିପର୍ଯ୍ୟୟ ପ୍ରଶମନ ଅଥବା ସରଫରାଜ୍ କିଏ ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |