
ଜେ.ଏନ.ୟୁ.ରେ ପଢୁଥିଲାବେଳେ ଗୋଟେ ସେମିଷ୍ଟର ପାଇଁ କିଛି ଜର୍ମାନ୍ ପିଲା ଆମ ବିଶ୍ବବିଦ୍ୟାଳୟକୁ ପଢ଼ିବାକୁ ଆସିଥିଲେ । ବଦଳରେ ଭାରତରୁ ବି ବିଭିନ୍ନ ବିଶ୍ୱବିଦ୍ୟାଳୟରୁ କିଛି ପିଲା ଜର୍ମାନୀ ପଢ଼ିବାକୁ ଯାଇଥିଲେ । ଇଂରାଜୀରେ ଏ ଧରଣର ଆଦାନପ୍ରଦାନକୁ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ କହନ୍ତି । ମାନବଶାସ୍ତ୍ର ବା ହ୍ୟୁମାନିଟିଜ୍ ର ଛାତ୍ରଛାତ୍ରୀମାନଙ୍କ ପାଇଁ ଭାରତରେ ଏ ଧରଣର ଆଦାନପ୍ରଦାନ କାର୍ଯ୍ୟକ୍ରମର ସଂଖ୍ୟା ଅବଶ୍ୟ ସେତେ ବେଶୀ ନୁହେଁ ଯେତେ ବିଜ୍ଞାନ
"ସାଇକେଲ୍ ଚାଲେ ସର୍-ସର୍ (୨)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |