କଥାବାର୍ତ୍ତା: ନିଖିଳେଶ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀ

ନିଖିଳେଶ ଓ ସୂର୍ଯ୍ୟସ୍ନାତ, ତରୁଣ ପ୍ରଜନ୍ମର ଦୁଇ ଶକ୍ତିଶାଳୀ କବି । ଏ ଦୁହିଙ୍କ ଭିତରେ ଆମ ସମୟ, ସମାଜ ଓ ସାହିତ୍ୟକୁ ନେଇ ହୋଇଥିବା କଥାବାର୍ତ୍ତାରେ କେଉଁ ବୌଦ୍ଧିକ ତନ୍ତ୍ରୀକୁ ଏମାନେ ଛୁଇଁଛନ୍ତି, ଆସନ୍ତୁ ଦେଖିବା ।


ନିଖିଳେଶ: ସୂର୍ଯ୍ୟସ୍ନାତ ତ୍ରିପାଠୀ କବିତା, ନାଟକ, ଗପ, ଚିତ୍ରନାଟ୍ୟ ଇତ୍ୟାଦି ଲେଖନ୍ତି, ଅନୁବାଦ ବି କରନ୍ତି । ଗବେଷଣା ବି କରନ୍ତି । ସିନେମା ବି ତିଆରି କରନ୍ତି । ମୁଁ ସେ ଚିରାଚରିତ ପ୍ରଶ୍ନ ପଚାରିବିନି ଯେ କୋଉଥିରେ ନିଜକୁ ସହଜ ଅନୁଭବ କରନ୍ତି ! ସହଜ ତ ଭାରି ଦୂରକଥା, ମତେ ତ ଶୁଣିଲାବେଳକୁ କଷ୍ଟ ବୋଲି ଲାଗୁଚି ଏତେ ସବୁ କାମ ! କେମିତି କରନ୍ତି

"କଥାବାର୍ତ୍ତା: ନିଖିଳେଶ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ