ମନୁଷ୍ୟ ଜନ୍ମ ଠାରୁ ମୃତ୍ୟୁ ମଧ୍ୟରେ ଯେଉଁ ଦଶ ଗୋଟି ଅବସ୍ଥା ଦେଇ ଗତି କରେ ତା ମଧ୍ୟରେ ପ୍ରଥମ ଅବସ୍ଥା ହେଉଛି ଶୈଶବ । ଶୈଶବର ଅର୍ଥ ଶିଶୁ ଅବସ୍ଥା। ତେବେ ଏହା କେବଳ ମନୁଷ୍ୟ ଜୀବନ ର ନୁହେଁ ବରଂ ବିଶ୍ଵ ବ୍ରହ୍ମାଣ୍ଡର ପ୍ରତିଟି ସୃଷ୍ଟି ର ଯାହାର ଉତ୍ପତ୍ତି, ବୃଦ୍ଧି ଓ ବ୍ୟାପ୍ତି ଅଛି ସେହି ସମସ୍ତଙ୍କର ଆଦ୍ୟ ଅବସ୍ଥା। ଗଛଟିଏ ଆଙ୍କୁରିତ ହେବା ପରେ