ଚୁଲି

କବିତା


ଚୁଲି ********* ସେ ଭୋର୍ ଆଲୁଅରୁ ଆଣିଲା ଧାପେ ନିଆଁ ଚୁଲିମୁହଁରେ ଛୁଞ୍ଚକନା ବୁଲେଇ ଧରେଇଲା ଆଞ୍ଚ କଲେଇଛଡ଼ା ରସ ଡେକିଚିରେ ଗବଗବ ଫୁଟୁଥିଲା ପାଣି ସହ ଅନ୍ଧାରଠାରୁ ଆଣିଥିବା ଦି ମୁଠା ସ୍ଵେଦ ନିଗିଡ଼ା ଚାଉଳ... ସେ ନିଜକୁ ଦେଖିଲା ଓ ବୁଝେଇଲା... ପେଟ ପୋଷ, ନାହିଁ ଦୋଷ। ଫୁଟନ୍ତା ଭୋକର ବାସ୍ନାରେ ଉଠିବସିଲେ କାଲି ସଞ୍ଜରୁ ଖାଙ୍କଲା ଦୁଇଟି ପେଟ, ଚାରିଟି ଆଖିରେ ମିଞ୍ଜିମିଞ୍ଜି ଜଳୁଥିଲା ମୁଠାଏ ଭାତର ନକ୍ଷତ୍ର। ବଡ଼ ବଡ଼ ହୋଟେଲରେ ଆଜି ଖୁବ୍ ଜାକଜମକରେ ବଢ଼ାହେବ ପଖାଳଦିବସ ସଜାହେବ ରକମ ରକମ ତରକାରୀ ଫୁଣ୍ଟାଏ ଲୁଣରେ ସେ ବାଢ଼ିଦେଲା

To continue reading "ଚୁଲି", login now.

This page has been protected for subscriber only.

Report an Error