ବାହୁଡ଼ା

ଝରକା ରେଲିଂ କୁ ଆଉଜି ସକାଳର ଆକାଶକୁ ଚାହିଁଲା ସୁମନା। ଏମିତି କଅଁଳ ଖରା, ଯେମିତି କିଏ ଆଉଟା ସୁନାର ଚଦରଟେ ବିଛେଇ ଦେଇଛି ଆକାଶ ସାରା। ତା'କୁ ଭଲ ଲାଗିଲା। ତା' ଭିତରର ଉଦାସୀନତା କମିବାକୁ ଲାଗିଲା।


ସକାଳ ପହରୁ ଦୁଆର ସାମ୍ନା ସଜନା ଡାଳରେ କାଉଟି ବସି କା କା କା ରାବି ଚାଲିଛି।ସୁମନାର ନିଦ ଭାଙ୍ଗି ଗଲାଣି ପାହାନ୍ତାରୁ। ହେଲେ ଅଳସ ଲାଗୁଛି ଭାରି। ବିଛଣାରେ ଖାଲି ପଡ଼ି ରହି ଚାହିଁଛି ପାଞ୍ଚରେ ଘୂରୁଥିବା ପଙ୍ଖାକୁ। ରାତି ସାରା ଅସମ୍ଭବ ଗୁଳୁଗୁଳି। ତା' ସାଙ୍ଗକୁ ଏ ପଙ୍ଖାରୁ ଗରମ ପବନ। ନାଇଟି ଭିତରେ ତା' ଦେହ ଝାଳରେ ସରସର ଓଦା। ଭୋର୍ ଭୋର୍ ଟିକେ ଥଣ୍ଡା

To continue reading "ବାହୁଡ଼ା", login now.

This page has been protected for subscriber only.

Report an Error