ପ୍ରତ୍ୟାବର୍ତ୍ତନ

ଜୀବନ ଯୁଦ୍ଧର ସୁନ୍ଦର ଦୃଶ୍ଯାନ୍ତର । ଯେଉଁଠି ମଣିଷ ଜଂଜାଳ ଭିତରେ ବାନ୍ଧି ହାେଇଯାଏ ଆଉ ଶିକୁଳି ବିହୀନ ବନ୍ଦୀ ଜୀବନ ବିତାଇବାକୁ ଲାଗେ ।


ଅନେକ ଦିନୁ ସରିଯାଇଛି ଲଢେଇ ମୁଁ ଫେରିଆସିଛି ଘରକୁ ମୋର ଶିକୁଳି ଖୋଲ ଅନେକ ବର୍ଷ ବନ୍ଦୀ ଥିଲି ସେଇ ଅଦୃଶ୍ୟ ବନ୍ଦୀଶାଳାରେ ନଥିଲା କିଛି ଝରକା କବାଟ ଅମୁହାଁ ଗଳିର ସେଇ ବନ୍ଦୀଶାଳାରୁ ମୁଁ ଏବେ ଫେରିଆସିଛି, ଦେଖ ମୋର ସବୁ ଯୁଦ୍ଧାସ୍ତ୍ର ହଜିଯାଇଛି ଯୁଗଯୁଗର ଲଢେଇରେ ହତାହତ ସବୁ ସୈନ୍ୟସାମନ୍ତ

"ପ୍ରତ୍ୟାବର୍ତ୍ତନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ