ପାଗଳ ଗାରଦ

ଏ ଘର ହିଂସା ଓ ଘୃଣାର ଏକ ପାଗଳ ଗାରଦ । ସମୟକୁ କଟାକ୍ଷ କରୁଥିବା ଏ କବିତା ।


ଏଠି କେହି ରହୁ ନାହାନ୍ତି ଏବେ ସାରା କୋଠାରେ ବଖରା ପଡ଼ିଛି ସବୁ ଖାଲି କିଛି ପ୍ରଚାରପତ୍ର, କିଛି ମୁଖା କିଛି ବୋମା, କିଛି ଭାଷଣ ଫୁଲ, ନଈ, ଆକାଶ, ମେଘ - କିଛି କଙ୍କାଳ ଚିତ୍ର ବିଚିତ୍ର ଚିତ୍ର: ଚରିତ୍ର ତତଲା ପବନ, କେତେ ଡହଳ ବିକଳ ସବୁ ଦିନ ! ଆସିବ ?

"ପାଗଳ ଗାରଦ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ