ବିଗୁଲ୍

ସ୍ମୃତି ଓ ସଂପର୍କକୁ ନେଇ ଏ କବିତା । ସହଜରେ ଘଟୁଥିବା ଅଚାନକ ପରିବର୍ତ୍ତନମାନଙ୍କୁ ଗ୍ରହଣ କରିନେଉଥିବା କବିର ନିର୍ଲିପ୍ତ ଅଭିବ୍ୟକ୍ତି ।


ସବୁ କିଛି ଘଟିଯାଉଥାଏ ଅଚାନକ ଅଚାନକ ଫେରିଯାଆନ୍ତି ଦାମ ହୋତା ଓ ଲତା ଦିଦି ଏକାଠି ଏକା ଗାଡ଼ିରେ ଚୁପଚାପ୍ ଫେରିଯାଏ ମୋର ଗତ ଦୁଇ ଦଶନ୍ଧିର ସାଥୀ ଜନି: ଯିଏ ରାଗୁଥିଲା ତାକୁ କୁକୁର କହିଲେ ବ୍ୟାପୁଥିବା କରୋନା ଥମିଯାଏ ଅଚାନକ ନିର୍ବାଚନ ଇସ୍ତାହାରରେ ଚିତାଭସ୍ମରେ ସମୁଦ୍ରରେ ବିଲୀନ ଗାନ୍ଧୀ ଅଚାନକ ଫେରିଆସନ୍ତି

"ବିଗୁଲ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ