ଅତିଥି ଭବନ

ଭିଡ ଭିତରେ ଏକୁଟିଆ ମଣିଷର ପ୍ରତୀକ ହୋଇ ଏ କବିତାରେ ଠିଆ ହୋଇଛି ଅତିଥି ଭବନ ।


କଥା ସରୁନଥାଏ ଜୀବନ ସରିଯାଉଥାଏ କେତେ ରଙ୍ଗର ସମୟ ବିତିଯାଏ ଆଖି ପଲକରେ ମୋ କୋଠରୀ ଭିତରେ ଥାଏ ଯୁଗଯୁଗର କ୍ଷୁଧା ଥାଏ ଗୋଟେ ସ୍ଵପ୍ନ ଭଳି ଅସୀମ ଆକାଶ ନିରବ ନିରବତାରେ ଏମିତି କ'ଣ କଥା ଯେ ସରେନାହିଁ, ମରିଯାଏ ଫୁଲଗଛ କେଉଁ ଅନନ୍ତ ଇଶାରାରେ ! ମୋର

"ଅତିଥି ଭବନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ