ଆଳାପ

ସବୁ ଅନ୍ତିମ ପୁଣି ଏକ ଆରମ୍ଭ । ବୃତ୍ତ ପରିକା ଜୀବନର ଗତିରେ ସବୁ ଆରମ୍ଭ ଓ ଅନ୍ତିମ ସମାହିତ ହୋଇଯାନ୍ତି ଗୋଟେ ବିନ୍ଦୁରେ ।


ବହୁ କଥା ବାକି ଅଛି ଅନେକ ଦିନରୁ କଥା ସରିନାହିଁ ସରିଗଲେ ମରିଯିବ ଫୁଲଗଛ ଜଣାନାହିଁ, ତା'ପରେ ଆମେ ଆଉ ଦେଖା ହେଇପାରିବା କି ନାହିଁ ଚାଲ ଶେଷଥର ପାଇଁ କଥାହେବା ! ଏମିତି ଗୋଟେ ଜୀବନ ଆଜିକାଲି ପ୍ରତିବାଦହୀନ ସ୍ଵପ୍ନ ସବୁ ରଙ୍ଗହୀନ କେଉଁଠି ଏବେ ଅପହୃତ ମୋର ମନ !

"ଆଳାପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ