ଅବତରଣ

ସବୁ ଅପେକ୍ଷାର ଯବନିକା ସରିଯିବ ଏଥରକ ଆସିବ ସକାଳ - ଏଇ ଆଶା ଟିକକ ଇ କବିର ସମ୍ବଳ ।


ଏଥରକ ହୁଏତ ମୁଁ ପାଇପାରେ ପାଲିଙ୍କି, ଛତା ଆଉ ଜୋତା କାଲିଠାରୁ ଏ ସହର ଲୋକମାନେ ଆରମ୍ଭ କରିଦେଲେଣି ଚୁପିଚୁପି କଥା ପବନରେ ଉଡ଼ିବୁଲେ କେଉଁ ଏକ ଅଦୃଶ୍ୟ ମୁକୁଟ ବହୁ ଦିନୁ ଖୋଜୁଥିବା ସିଂହାସନ ନେଇ କେହି ଜଣେ ଆସୁଅଛି ଅଜସ୍ର ଆଲୁଅ ଜାଳି କରି ଥାଟ ବାଟ ଦେଇପାରିନି ନଅର ଦୁଆରେ ସିପାହୀକୁ

"ଅବତରଣ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ