 
								
								ତୁମକୁ ଦେଖିବା କ୍ଷଣି   
ଜଳଶୂନ୍ୟ ସହର ଭିତରେ  
ଅକସ୍ମାତ ସମୁଦ୍ର ଗୋଟିଏ ଜଳି ଉଠିଥିଲା,  
ଅକସ୍ମାତ ପ୍ରତ୍ୟୁଷର ସୂର୍ଯ୍ୟ କିରଣରେ ।    
ଜୁଆର ପରେ ଜୁଆର ମାଡିଗଲା ଚାରିଆଡେ  
ଅନେକ ବୋଇତ ପବନ ବେଗରେ  
ଆସି ପହଁଚିଲେ,  
ଶତାବ୍ଦୀ ଶତାବ୍ଦୀ ଧରି ପଡିଥିବା ଅପନ୍ତରା  
ଭରିଗଲେ ପ୍ରସ୍ତ ପ୍ରସ୍ତ ସବୁଜ ରଙ୍ଗରେ ।  							
							"ପ୍ରତ୍ୟୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |
 
				