କ୍ଷଣଟି

ଅନନ୍ତ କାଳ ଭିତରେ ସେଇ ଗୋଟିଏ କ୍ଷଣକୁ ଖୋଜୁଥିବାର ଏକ ବ୍ୟାକୁଳ ଯାତ୍ରା ଏ କବିତା । ସେ କ୍ଷଣଟି ନିଷିଦ୍ଧ ହୋଇଥିବା ନୀଳାକାଶରେ ଉଭେଇ ଯାଉଥିବା ପକ୍ଷୀଟି ଭଳି ନହେଉ ।


ସେ କ୍ଷଣଟି ମରି ଯାଇନାହିଁ ବଂଚିଛି, ଏବେବି । ଉଜ୍ଜ୍ବଳ ପୁଣ୍ୟଟିଏ ଭଳି ଭାସି ବୁଲୁଛି ତୀର୍ଥ ଜଳରେ ସୁବାସିତ ଶୂନ୍ୟତା ଭଳି ରହିଚି ଏକ ପ୍ରାଚୀନ ସିନ୍ଦୁକ ଭିତରେ । ଗୋପନ ପାପଟିଏ ଭଳି ତଂଟିରେ ଅଟକି ଯାଏ ଅନ୍ୟମନସ୍କ ଖାଦ୍ୟ ଖାଇଲାବେଳେ କି ପାଣି ପିଇବାବେଳେ, ହଁ, ସେ ବଂଚିଛି

"କ୍ଷଣଟି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ