କବିଗୁରୁ ରବୀନ୍ଦ୍ରନାଥ: ଯୌବନର ପ୍ରଥମ ସ୍ଵୀକାରୋକ୍ତି

କବିଗୁରୁ ରବୀନ୍ଦ୍ରନାଥଙ୍କର ଯୌବନ କାଳର ଏକ ପ୍ରେମ ଅଭିଜ୍ଞତା ଓ କିଛି ଜୀବନ ବିଶ୍ୱାସର ସ୍ଵୀକାରୋକ୍ତି । ଦିଲ୍ଲୀପ ରାୟଙ୍କ ଚର୍ଚ୍ଚିତ ଜୀବନନାମା "ତୀର୍ଥଙ୍କର"ରୁ ଅନୂଦିତ ।


ଫଟୋ - ୱିକିପିଡିଆ
"କଥା କଣ ଜାଣ, ମୁଁ ପିଲାଦିନୁ ଏକା ଏକା ମଣିଷ ହୋଇଚି ଓ ଯେଉଁ ଅବଜ୍ଞା ଭିତରେ ବଢ଼ିଛି ସେଥିରେ ମୋର ଏକ ଭୀରୁ ଭାବ ବଦ୍ଧମୂଳ ହୋଇଯାଇଛି ଯାହାର ପ୍ରଭାବ ମୁଁ ଆଜି ବି ଏଡ଼ାଇ ପାରିନାହିଁ । ମୋ ଶୈଶବରେ ମୁଁ ଯେ କି ଅନାଦର ଓ ଉଦାସୀନତା ଭିତରେ କଟାଇଛି ତାହା ତୁମେ ଜାଣ ନାହିଁ । ମୋତେ ସମସ୍ତେ ଭାବୁଥିଲେ ଅପଦାର୍ଥ ।" "ଆଉ

"କବିଗୁରୁ ରବୀନ୍ଦ୍ରନାଥ: ଯୌବନର ପ୍ରଥମ ସ୍ଵୀକାରୋକ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ