
**(୧)**
ସନ୍ଧ୍ୟା ପୁରା ହୋଇ ନାହିଁ ।
ମୁଁ ଘାସ ବାଛି ସାରି କଳସୀ କଳସୀ
ପାଣି ଢାଳୁଚି ମୋ ଧାନ କିଆରିରେ ।
ଏତେବେଳେ ଅପୂର୍ବ ବିଶାଳ ଏକ
ଘୋଡାରୁ ସେ ଓହ୍ଳାଇଲେ ।
ଆଗରେ ପଛରେ ଉଡୁଥିଲା
ସୁନାର ରୂପାର ଧୂଳି,
ଆଖି ପାଉଥିବା ଯାଏଁ ଦିଶୁଥିଲା
ଯେତେ
"ଦିିଗବିଜୟୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |