
କିଛି ଭଲ ଲାଗୁନାହିଁ ।
କିଛି ଠିକ୍ ଲାଗୁନାହିଁ ।
ଚାଳିଶ ବର୍ଷ ତଳର ଆକାଶରେ
ଏକାପରି,
ଇସ୍ପାତ ତିଆରି ସୂର୍ଯ୍ୟ
ଧୂଳି ଘର ଛାଇ ।
ମୋତେ ଖୁବ ଜର ହୋଇଥାଇପାରେ ।
ଜର କେଉଁଠାରେ ?
କପାଳରେ, ବେକତଳେ, ଜିଭତଳେ
"ଚାଳିଶ ବର୍ଷ ତଳର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |