
ବେଳେବେଳେ ମୁଁ ବସିଯାଏ
ଏକ ବିଳାସପୂର୍ଣ୍ଣ ନୌକା ଗୃହରେ
ଯାହା କେବେ ବି ନଦୀର କୂଳ
ଛାଡିବାକୁ ନାରାଜ ।
ପୁଣି ନିଜକୁ ଦେଖେ
ଭାଗେ ମାଟିଆ, ଭାଗେ ଶାଗୁଆ
ଏକ ପ୍ରାନ୍ତରରେ, ଏକେଲା ତାଳ ଗଛ ତଳେ ମୁଁ, ପାଖରେ ପଡିଥିବା ବାୟା ବସାକୁ
କୋଳରେ ଧରେ ।
ଯେତେ ବାଆ କଲେ ବି ତ
"ବାୟା ଚଢେଇ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |