ବାଟ ଛାଡ

ବାଟ ଜଗି ବସିଥିବା ଏ ଲୋକଟି କିଏ ? ସକଳ ଐଶ୍ୱର୍ଯ୍ୟର ସମାହାର ଭଳି ବାଟ ଓଗାଳୁଥିବା ଏ ଲୋକଟି ପ୍ରେମିକ ନା ଈଶ୍ଵର ?


ବାଟ ଛାଡ, ଯାଏ ଏଥର ବୋଲି କାହାକୁ କହୁଥାଏ ମୁଁ ବେଳେବେଳେ ? ମୁଁ ତ ଯମୁନାକୁ ଯାଉନାହିଁ ପାଣି ଆଣି, ମୋର ବାଟ ଓଗାଳି ଠିଆ ହେଉନାହିଁ ଜଣେ ସୁନୀଳ ବାଳକର କୁହୁକ, କି ସେ ମାଗୁନାହିଁ ବାଟର ପାଉଣା । ବାଟର ପାଉଣା ? ମୁଁ ତ ଦେଇ ଦେଇ ଆସିଚି

"ବାଟ ଛାଡ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ