ପୁନର୍ନବା

ମାଧୁରୀ ପଣ୍ଡା, ତାଙ୍କ କବିତାରେ ସବୁଠୁ କଠୋର ସମୟକୁ ବି ନିଜ ପ୍ରେମରେ ତରଳେଇ ଦେଇପାରନ୍ତି । ମହାମାରୀର ଏ ଭୟଙ୍କର ପୀଡା ଭିତରେ ଏ ଏକ ପ୍ରେମ କବିତା ।


ଚିତ୍ର: ୱିକି କମନ୍ସ
ସରି ସରି ଆସେ ସମୟ ଏଥର ତ ନୀରବତାକୁ ଭାଙ୍ଗିଦେ' କାଳେ ଡେରି ହେଇଯିବ ତୁ ମୁହଁ ଖୋଲିଲାବେଳେ ମୁଁ ହି ନୀରବି ଯାଇଥିବି । କୁଢକୁଢ ଶବଙ୍କ ଶୋଭାଯାତ୍ରାରେ ଉତ୍ସବ ମୁଖର ଏ ସମୟ, ପାଣି, ପବନରେ ବି ଘୂରି ବୁଲୁଛି ଆତତାୟୀ ଅବେଳରେ ଛୋଟ ହେଇଯାଏ ଜୀବନ ।

"ପୁନର୍ନବା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ