
ଏହି ଗୋଟିଏ ବାକ୍ୟ - "ନାରୀଟିଏ ହିଁ ନାରୀର ଶତ୍ରୁ" ପିଲାଦିନରୁ ଶୁଣି ଆସୁଛି । କିନ୍ତୁ ଆଜିଯାଏଁ ନିଜ ଆଖପାଖରେ ପ୍ରାୟତଃ ଦେଖିନାହିଁ ନାରୀମାନେ ପରସ୍ପର ସହ ଶତ୍ରୁତା କରି ହିଂସାକାଣ୍ଡ ଘଟେଇବାର । ବରଂ ଦେଖିଛି ରକ୍ତର ସମ୍ପର୍କ ନଥାଇ ବି ନାରୀମାନେ ପରଘରେ ନିଜର ତମାମ ଜୀବନ କାଟିଦିଅନ୍ତି ଶାଶୁ, ବୋହୂ, ନଣନ୍ଦ ସମ୍ପର୍କରେ ବାନ୍ଧି ହୋଇ । ଯଦି ସତରେ ନାରୀଟିଏ ନାରୀର ଶତ୍ରୁ
"ନାରୀ ନାରୀର ଶତ୍ରୁ ନୁହେଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |