
ଯାଜପୁର ଟାଉନଠାରୁ ତେର ଚଉଦ କିଲୋମିଟର ଦୂରରେ ଥିବା ଆମ ଛୋଟିଆ ସୁନ୍ଦର ଗାଁଟି ସତରେ ଖୁବ୍ ସୁନ୍ଦର ଥିଲା ଆମ ଗାଁର ସୁନ୍ଦର ସୁନ୍ଦର ହୃଦୟର ମଣିଷମାନଙ୍କ ପାଇଁ । ଆଜି ଯେ ସେ ହୃଦୟମାନେ ଅସୁନ୍ଦର ହେଇଯାଇଛନ୍ତି ସେକଥା ନୁହେଁ, କିନ୍ତୁ କଥା ହେଉଛି ସେ ହୃଦୟଗୁଡ଼ିକ ଏବେ ପରସ୍ପରଙ୍କଠାରୁ ଦୂରେଇ ଯାଇଛନ୍ତି ବାହାରର ଘୃଣ୍ୟ, ପ୍ରଦୂଷିତ ରାଜନୀତିର ପ୍ରବେଶ ଯୋଗୁଁ ।
ରାଜନୀତି ଏକ ଉଚ୍ଚ ହୃଦୟର
"ଆମ ଗାଁ ରାଜନୀତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |