
**(ପୂର୍ବ ପ୍ରକାଶିତ ଉତ୍ତାରୁ)**
ବିକି ସହ ଟ୍ରେନରୁ ଓହ୍ଲାଇ ଷ୍ଟେସନ୍ ବାହାରକୁ ଆସୁଥିଲାବେଳେ ହଷ୍ଟେଲର ଝିଅଟିଏ ଦେଖିନେଲା ସୁକନ୍ୟାକୁ । ସୁକନ୍ୟା ତା' ଆଡ଼େ ଦେଖିଲାରୁ ଝିଅଟି ବିଚିତ୍ର ହସଟିଏ ହସି ଆଗକୁ ଚାଲିଗଲା ।
ସୁକନ୍ୟା ଓ ବିକି ଅଟୋ ଧରିଲେ ବସ୍ ଷ୍ଟାଣ୍ଡ୍ ପାଇଁ । ସୁକନ୍ୟାକୁ ବସ୍ ରେ ଉଠେଇ ଦେଇ ବିକି ଚାଲିଯାଉଥିଲା ସୁକନ୍ୟା ପଚାରିଲା, "ତୁମେ ଯିବନି ?" । ବିକି କହିଲା,
"ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୭)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |