
ସେ ଘରଟା ଆମ ସମ୍ପର୍କୀୟା ମାଉସୀଙ୍କ ଘରର ଠିକ୍ ପଛରେ ଥିଲା । ନୁଆଁଣିଆ ଚାଳ ଛପର ମାଟି ଘରଟିଏ । ଘର ଆଗରେ ତୁଳସୀ ଚଉଁରା । ଚଉଁରାର ଟିକେ ଆଗକୁ ଓ ଘରର ଗୋଟେ କଡ଼କୁ ଥିଲା ଦୁଇଟି ଟଗର ଗଛ ଓ ଗୋଟିଏ ବଡ଼ ନାଲି ମନ୍ଦାର ଗଛ । ଆହୁରି ବି କେତୋଟି ଛୋଟ ଛୋଟ ରଙ୍ଗଣୀ ଓ କୁକୁଡ଼ା ମୁକୁଟ ଫୁଲଗଛରେ ନାଲି,
"ଗୋଟେ ସୁନ୍ଦର ଚାଳଘରର କାହାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |