
ଅହିଂସା ଶବ୍ଦଟି ଯେତେବେଳେ କାନରେ ବାଜେ, ଆଖି ସାମ୍ନାରେ ସ୍ୱତସ୍ଫୁର୍ତ୍ତ ଭାବେ ଛବିଟିଏ ଆଙ୍କି ହେଇଯାଏ । ସେ ଛବିଟି ଏମିତି ଜଣେ ଲୋକଙ୍କର ଛବି ଯାହାଙ୍କ ବିନା ମୁକ୍ତିର କଳ୍ପନା କରିବା ସମ୍ଭବ ନଥିଲା । ଅତି ସାଧାରଣ ପରିପାଟିରେ ଥିବା, ଆଖିରେ ଗୋଲ ଚଷମା ଓ ହାତରେ ବାଡ଼ି ଧରିଥିବା ଛବିଟି ଯେ ଆମ ପ୍ରିୟ ମହାତ୍ମା ଗାନ୍ଧୀଙ୍କର, ସେ କଥା କହିବା ଅନାବଶ୍ୟକୀୟ ।
୧୮୬୯ ମସିହା
" ମହାତ୍ମା ଗାନ୍ଧୀ ଓ ଓଡିଶା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |