
**(ପୂର୍ବ ପ୍ରକାଶିତ ଉତ୍ତାରୁ)**
ସୁକନ୍ୟା ସହ ମୋର ଆଉ କୌଣସି ଦିନ ଭେଟ ହେଇନାହିଁ । ସେଦିନ ତା' ମ୍ୟାରେଜ୍ ପାର୍ଟିକୁ ମୁଁ ଯାଇନଥିଲି । ପ୍ରଶ୍ନ ତ ଅନେକ ଥିଲା ମନରେ, କିନ୍ତୁ କାର୍ଯ୍ୟବ୍ୟସ୍ତ ରହି ସୁକନ୍ୟାକୁ ଫୋନ୍ କରିବାକୁ ଭୁଲି ଯାଇଥିଲି । ସେ ବି ଆଉ ମୋତେ କଣ୍ଟାକ୍ଟ୍ କରିନଥିଲା । ମୁଁ ଭାବିଲି ନୂଆ ବାହାଘର ହେଇଛି, ବୁଲାବୁଲି କରିବାକୁ ଯାଇଥିବେ କୁଆଡ଼େ,
"ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୨)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |