
**(ପୂର୍ବ ପ୍ରକାଶିତ ଉତ୍ତାରୁ)**
ଦେବାଞ୍ଜନର କଲ୍ କୁ ବାରମ୍ବାର କାଟିଲା ପରେ, ତାକୁ ହ୍ୱାଟ୍ସଆପରୁ ବ୍ଲକ୍ କଲା ପରେ, ତା' ମେସେଜକୁ ଇଗ୍ନୋର୍ କଲାପରେ ମଧ୍ୟ ସେ ସୁକନ୍ୟାର ପଛ ଛାଡ଼ୁନଥିଲା । ସେଦିନ ସେ ଅଲଗା ଗୋଟେ ନମ୍ବରରୁ ସୁକନ୍ୟାକୁ କଲ୍ କରି କହିଲା, "ମୁଁ ତୁମ ଆପାର୍ଟମେଣ୍ଟ୍ ଗେଟ୍ ପାଖରେ ଠିଆ ହେଇଛି । ଯଦି ତୁମେ ତଳକୁ ଆସି ମୋତେ ଦେଖା ନକର, ମୁଁ
"ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୧)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |