
**(ପୂର୍ବ ପ୍ରକାଶିତ ଉତ୍ତାରୁ)**
ମୋନାଲି ଥିଲା ବାଙ୍ଗାଲୋରରେ, ଲଳିତ୍ ସହ । ସେମାନେ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ କରିନେଇଥିଲେ । ଲଳିତ ବାଙ୍ଗାଲୋରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚପଦସ୍ଥ କର୍ମଚାରୀ ଭାବେ ଯୋଗ ଦେଇଥିଲା । ମୋନାଲିର ଘରଲୋକ ମୋନାଲି ଓ ଲଳିତଙ୍କ ସମ୍ବନ୍ଧକୁ ସ୍ୱୀକାର ନକରିବାରୁ ମୋନାଲି ବାଧ୍ୟ ହୋଇ ଘରୁ ଲୁଚି ପଳେଇ ଆସିଥିଲା ଲଳିତ ସହ ।
ମହୀଶୂରରୁ ବାଙ୍ଗାଲୋରରେ ମୋନାଲି
"ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୯)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |