ଶୋକ

ଭୁଲିଯିବା ହିଁ ବିଧି । ଭୁଲିଯିବା ହିଁ ବ୍ୟବସ୍ଥା ଓ ପରମ୍ପରା । ଭୁଲିଯିବା ଏକ ସାଧନା ।


**।। ଏକ ।। ** ସେ ଅଚିହ୍ନାକୁ ଚିହ୍ନି ନଥିଲା । ନ' ଚିହ୍ନିବା ହିଁ ସ୍ୱାଭାବିକ । ସେ ଆକାଶକୁ ଜାଣିଥିଲା । ନୀଳ, ନକ୍ଷତ୍ର, କୃଷ୍ଣଗର୍ତ୍ତ, ଉଲକା, ଆକାଶଗଙ୍ଗା, ଆଉ ଯେତେ ଯାହା ଅନ୍ୟାନ୍ୟ.. । ଆକାଶର ଭାଷା କିନ୍ତୁ ବୁଝି ନଥିଲା । ସେ ପୁରୁଣାକୁ ଚିହ୍ନିଥିଲା ଓ ପୁରୁଣା ସହ ଏମିତି

To continue reading "ଶୋକ", login now.

This page has been protected for subscriber only.

Report an Error