 
								
								ମୋ ପିତା ଉଲଗ୍ନ ଥିଲେ  
ମୁଁ ତାଙ୍କୁ ମୋ ପୋଷାକ ଖୋଲି ପ୍ରଦାନ କଲି  
ମାଟି ଉଲଗ୍ନ ଥିଲା  
ମୁଁ ତାକୁ ମୋ ଘରର  
କାନ୍ଥ, ଛାତ ଓ ଚଟାଣର ଚାଦରରେ ଢାଙ୍କିଲି  
ଲଜ୍ଯାର ଉଲଙ୍ଗତାକୁ ଅର୍ପଣ କଲି ମୋର ଆଖି  
ଶୋଷକୁ ଚୁମ୍ବନ  
ଆଉ ଓଠର କିଆରୀରେ ଏପଟ ସେପଟ ହେଉଥିବା ସେ ଲୋକ  
ତାକୁ ମୋ 							
							To continue reading "ସାରା ଶଗୁଫ୍ତାଙ୍କ କବିତା: ଋଣ", login now.
This page has been protected for subscriber only.
