 
								
								ରଙ୍ଗ ବୋଳୁଚି   
ପରସ୍ତ ପରସ୍ତ  
ସୁଖ, ଦୁଃଖ, ଆଲୁଅ, ଉତ୍ତାପ, ବୃତ୍ତ  
ତାରା, ତମାଳ  
ଆଙ୍କୁଚି   
ଚିରୁଚି  
ଫିଙ୍ଗୁଛି ।   
ପ୍ରେମ ତୋତେ କରୁଚି  
କଳି କଟାଳ ପାଇଁ   
କାହା ପାଖକୁ ଯିବି ?   
ମୁଁ ନଥିବା ବେଳରେ   
ଦିନେ ହୁଏତ ତୋର ଇଚ୍ଛା ହେବ 							
							To continue reading "ନଦୀ ନିରନ୍ତର", login now.
This page has been protected for subscriber only.
