 
								
								ଦୁଇପଟେ ଦୁଇଟି ମୁଣ୍ଡ ଥିଲା ସେ ଅଦ୍ଭୁତ ପକ୍ଷୀର ।   
ଅଥଚ ଶରୀର ଥିଲା ଏକ । ଅତଏବ ଉଦର ବି । ତଥାପି ସେମାନେ ଆପଣା ଭିତରେ ସମନ୍ୱୟ ଓ ସନ୍ତୁଳନ ରଖି ସୁନ୍ଦର ଭାବରେ କାଳାତିପାତ କରୁଥିଲେ ।  
ଦିନେ କିନ୍ତୁ ଏକ ଅଭାବନୀୟ ପରିସ୍ଥିତି ଆସି ପହଞ୍ଚିଲା । ସେମାନେ ଏମିତି ଜାଗାରେ ଆସି ଉପନୀତ ହେଲେ ଯୋଉଠି ତାଙ୍କର ଦୁଇପଟେ 							
							To continue reading "ଅନାମୃତ", login now.
This page has been protected for subscriber only.
