Koushik Lenka
0 Subscribers
Contact
ଅହରହ ଆମ କଥା ଶୁଣୁଥିବା ତମ କାନ ଝୁମୁକା ହେଉ କି; ପ୍ରତିଥର ମୋର ସବୁ ପାଦ ରେ ପାଦ ମିଶ‌ଉଥିବା ତମ ଗୋରା ପାଦର ପାଉଁଜି ହେଉ, ଦୁହେଁ ଏବେ ନିଖୋଜ ହେବାର ବାହାନା ଶିଖି ଗଲେଣି' ନୁହଁ!
Report an Error